id int64 1 221 | image imagewidth (px) 168 5.33k | ground_truth stringlengths 6 3.57k | category stringclasses 6
values |
|---|---|---|---|
199 | ଓଡ଼ିଶା ସରକାର
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
****
ବିଜ୍ଞପ୍ତି
ଭୁବନେଶ୍ୱର, ତା.
ସଂ - OLLC-MISC-MISC-0098-2024 / 6860 / ଓ. ଭା. ସା. ସଂସ୍କୃତି 28.11.2024
ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର "The Sabarmati Report", ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି... | Notice | |
200 | ଓଡ଼ିଶା ଶାସନ
ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ଚିକିଟୀ
ପତ୍ର ସଂଖ୍ୟା- ୧୦୧ ତା- ୦୪.୦୧.୨୦୨୪
ସର୍ବସାଧାରଣ ବିଜ୍ଞାପନ
ଏତଦ୍ୱାରା ସୁନାପୁର ଗ୍ରାମର ସର୍ବସାଧାରଣଙ୍କୁ ଅବଗତ କରିଦିଆଯାଉଅଛି ଯେ ସୁନାପୁର ଗ୍ରାମର ନିମ୍ନ
ତଫସିଲଭୁକ୍ତ ସରକାରୀ ଜମିରେ Superintend... | Notice | |
201 | ଓଡ଼ିଶା ସରକାର
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
******
ବିଜ୍ଞପ୍ତି
RDM-Reg-MISC-0018-2024- 32244 / ରାଜସ୍ୱ, ତା: 26 AUG 2025
ନୂଆଖାଇ ପର୍ବ ଉପଲକ୍ଷେ, ରାଜ୍ୟ ସରକାର ଆଗ୍ରହର ସହିତ ତା. ୨୯.୦୮.୨୦୨୫ ରିଖ (ଶୁକ୍ରବାର), ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମ୍ୟାଜିଷ୍ଟ୍ରେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଗୁଡିକୁ ଛୁଟି ଘୋଷଣା କରିଛନ୍ତି ।
ଏହା ... | Notice | |
202 | ଆପଣ ଯେଉଁଠାରେ ଥାଆନ୍ତୁ,
ଆମକୁ ସେଠାରେ ପାଆନ୍ତୁ
ଆମେ ମାଗଣାରେ ଡୋରଷ୍ଟେପ୍ ଗୋଲ୍ଡ ଲୋନ୍ ସେବା ପ୍ରଦାନ କରୁ ଅଛୁ ।
ମଣପ୍ପୁରମ ଫାଇନାନ୍ସ ଲିମିଟେଡ୍ | Notice | |
203 | ରାଉରକେଲା ମହାନଗର ନିଗମ
No. ୬୬୪୧ Date. ୧୩.୭.୨୦୧୯
ନୋଟିସ୍
ଏତଦ୍ଵାରା ରାଉରକେଲା ମହାନଗର ନିଗମ ପକ୍ଷରୁ ଜଣାଇଦିଆଯାଉଛି ଯେ, ପାନପୋଷ ମୁନିସିପାଲ ମାର୍କେଟରେ ମହାନଗର ନିଗମ ପକ୍ଷରୁ ଆବଣ୍ଟିତ ଦୋକାନ ଗୃହର ସମ୍ମୁଖଭାଗକୁ ଯେଉଁମାନେ ବେଆଇନ ଭାବେ ଆଗକୁ ବଢାଇଛନ୍ତି, ସେମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାକୁ ହଟାଇଦିଅନ୍ତୁ। ତତସହିତ ଅନାଧୂକୃତ ଭାବେ ଯେଉଁମାନେ ମାର୍କେଟ ଭିତରେ ଅସ୍ଥା... | Notice | |
204 | ବିଶେଷ ବାର୍ତ୍ତା
ସମଗ୍ର ବିଶ୍ବବ୍ୟାପୀ କୋଭିଡ୍-୧୯ ମହାମାରୀର ଭୟାବହ ପରିସ୍ଥିତିରେ ବିଭିନ୍ନ ଦେଶର ତଥା ଭାରତର ବହୁ ସହୃଦୟ ସଂସ୍ଥା ଏବଂ ମଣିଷର ସାଥେ ସାଥେ ହିଁ ଦେଶବିଦେଶର ଅଗଣିତ ଭକ୍ତଅନୁରାଗୀ ମଧ୍ୟ ଏକକ ବା ସମ୍ମିଳିତ ଭାବରେ ଦୁର୍ଗତମାନଙ୍କ ପାଖରେ ଠିଆ ହେବାରେ ସକ୍ରିୟ ଭୂମିକା ବିଭିନ୍ନ ଉପାୟରେ ଗ୍ରହଣ କରୁଛନ୍ତି। ଭାରତ ଓ ବାଂଲାଦେଶର ବିଭିନ୍ନ ସ୍ଥାନରେ ସତସଙ୍ଗ କେନ୍ଦ୍ର/ମନ୍ଦିର/... | Notice | |
205 | ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ,ସାଲେପୁର,କଟକ
ନୋଟିସ୍
ନଂ ୨୫୩ ତା୧୫ / ୧୨ / ୨୦୨୫
ଆସନ୍ତା ତା ୧୭ / ୧୨ / ୨୦୨୫ ରିଖ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ସାଲେପୁର ସ୍ୱୟଂଶାସିତ
ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ବିଭାଗ ତରଫରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରାୟୋଜିତ
ଆଲୋଚନାଚକ୍ର “ସାହିତ୍ୟ ସାଧକ କାଳିନ୍ଦୀଚରଣ ପାଣିଗ୍ରା... | Notice | |
206 | ନୋଟିସ
ଏତଦ୍ୱାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ସଦର
ତହସିଲ କାର୍ଯ୍ୟାଳୟ ର ୩ ଜଣ କର୍ମଚାରୀଙ୍କ କୋରୋନା ପଜିଟିଭ ରିପୋର୍ଟ
ଆସିଥିବାରୁ ଅଦ୍ୟ ତା: ୦୯/୦୪/୨୦୨୧ ଦିନ ସତର୍କତାମୂଳକ ପଦକ୍ଷେପ
ନେଇ ତହସିଲ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଉଅଛି ।
ତହସିଲଦାର
ସଦର, ସୁନ୍ଦରଗଡ଼ | Notice | |
207 | ୧୦୭, ସୂର୍ଯ୍ୟନଗର
ଭୁବନେଶ୍ୱର
ସମ୍ମାନାସ୍ପଦ,
ଶ୍ରୀ ନରେନ୍ଦ୍ର ସିଂ ତୋମାର ମହୋଦୟ,
ଆପଣଙ୍କର ୧୧ ।୦୮ । ୨୦୧୬ ଚିଠି ମୋର ହସ୍ତଗତ ହୋଇଛି । ଏଥିପାଇଁ ଆପଣଙ୍କୁ ବିଶେଷ ଧନ୍ୟବାଦ ।
ଦୁଃଖର ସହିତ ଜଣାଉଛି ଯେ, ମୁଁ ଆପଣଙ୍କ ହିନ୍ଦୀ ଭାଷା ଜାଣି ନ ଥିବାରୁ ଏହି ଚିଠିରେ ଯାହା ଲେଖାଯାଇଛି, ବୁଝିପାରୁ ନାହିଁ ।
ଏଠାରେ ଉଲ୍ଲେଖ କରିବାକୁ ଉଚିତ ମନେକରୁଛି ଯେ, ଆମ ରାଜ୍ୟ ଓଡିଶା ଏକ କାଟାଗୋରି... | Notice | |
208 | ଡଃ. ଅରବିନ୍ଦ କୁମାର ପାଢ଼ୀ
ନଂ ୩୮୦ / ପିଏସ୍ସି
ଅଗଷ୍ଟ ୧୦, ୨୦୨୩
ପ୍ରାପ୍ତେଷୁ
ସମବାୟ ବିଭାଗର
ସମସ୍ତ ଅଧିକାରୀ
ବିଷୟ: ବିଭାଗର ସଭା କିମ୍ବା ଉତ୍ସବାଦିରେ 'ବୃକ୍ଷ ଚାରାକୁ ଜଳଦାନ' ସହିତ ଶୁଭାରମ୍ଭ, ସମ୍ପର୍କରେ
ମହାଶୟ/ମହାଶୟା,
ଆମେ ବିଭାଗ ତରଫରୁ ବିଭିନ୍ନ ସମୟରେ ସଭା ସମିତି, ମେଳା, ଉତ୍ସବାଦି ପାଳନ କରୁଛେ । ଏହି ସବୁର ଆୟୋଜନ ପ୍ରାରମ୍ଭରେ କୁଣ୍ଡରେ ରଖା ହୋଇଥିବା ଏକ ବୃକ୍ଷ ... | Notice | |
209 | ୨୨ ମାର୍ଚ୍ଚ ୨୦୨୪
ପ୍ରିୟ ନବୀନବାବୁ
ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସଂପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି।
ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ଏହାକୁ ତୁରନ୍ତ ଗ୍ରହଣ କରିନେବାକୁ ଅନୁରୋଧ।
ଭର୍ତ୍ତୃହରି ମହତାବ
ଶ୍ରୀ ନବୀନ ପଟ୍ଟ... | Notice | |
210 | ନୋଟିସ
ଏତଦ୍ଵାରା ରାସନ କାର୍ଡଧାରୀ, ପରିବାରର ସମସ୍ତ ହିତାଧୁକାରୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛିଯେ, ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟ ମାନଙ୍କର e-KYC କାର୍ଯ୍ୟ, ଆଧାର ସଂଯୋଗୀକରଣ ଦ୍ୱାରା, online ମାଧ୍ୟମରେ e-POS ମେସିନ ଜରିଆରେ କରାଯିବ ।
ତେଣୁ ଧାର୍ଯ୍ୟ ତାରିଖ ଦିନ, ନିଜ ରାସନ କାର୍ଡ ସହ ପରିବାରର ସମସ୍ତ ସଦସ୍ୟଙ୍କର ଆଧାର ନେଇ ରାସନ ଡିଲରଙ୍କ ପାଖକୁ ଯାଇ e-KYC ... | Notice | |
211 | ଭୁବନେଶ୍ୱର ମହାନଗର ନିଗମ
ପତ୍ର ସଂଖ୍ୟା ____________________ / ତାରିଖ ____________________
୪- ଚା ଦୋକାନ କରିଥିଲେ
- ଏକକ ବ୍ୟବହାର କପ୍ ରେ ଆଦୌ ଚା ଦିଅନ୍ତୁ ନାହିଁ । କେବଳ ପୁନଃ ଉପଯୋଗ କପ୍ ଏବଂ
ମାଟିକପ୍ ରେ ଦିଅନ୍ତୁ ।
- ନିଜ ଦୋକାନରେ ଦୁଇଟି ଡଷ୍ଟ ବିନ୍ ରଖନ୍ତୁ । ଗୋଟିକରେ ଓଦା ଏବଂ ଅନ୍ୟଟି ଶୁଖିଲା ପାଇଁ
ରଖାଯାଇଛି ବୋଲି ଭଲଭାବେ ଲେଖନ୍ତୁ ।
- ବି ଏମ୍ ସି ସଫେଇ ଗାଡ... | Notice | |
212 | ଓଡ଼ିଶା ସରକାର
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ
ବିଜ୍ଞପ୍ତି
ଭୁବନେଶ୍ୱର, ତା ୦୩.୦୩.୨୦୨୪ ରିଖ
No. ୮୦୩୨/GAD-AR-MISC-0008-2020/AR ସାଧାରଣ ପ୍ରଶାସନ ଓ ସାଧାରଣ
ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୦୨୨୮ ତା ୩୧.୩.୨୦୨୦ ରିଖ କୁ ଏହାଦ୍ଵାରା ପ୍ରତ୍ୟାହାର
କରାଯାଇଅଛି । ଆଗାମୀ ଦିନ ମାନଙ୍କରେ ପ୍ରତି ବର୍ଷ ମାର୍ଚ୍ଚ ୫ ତାରିଖକୁ ସରକାରୀ ଛୁଟି ହିସାବରେ
ପାଳନ କରାଯିବ ... | Notice | |
213 | ଓଡିଶା ଉଠା ଜଳସେଚନ ନିଗମ (ଓଡିଶା ସରକାରଙ୍କ ଏକ ସଂସ୍ଥା)
ଏନ-୧୨/୨, ନୂଆପଲ୍ଲୀ, ଭୁବନେଶ୍ୱର
ଡିପ୍ ବୋରୱେଲ(ବିଦ୍ୟୁତ ଚାଳିତ / ସୌର ଚାଳିତ)
ଚାଷୀଭାଇମାନଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ ଜଣାଇ ଦିଆଯାଉଅଛି ଯେ, "ବିଜୁ କୃଷକ ବିକାଶ ଯୋଜନା - ଡିପ୍ ବୋରୱେଲ ସେଟ କାର୍ଯ୍ୟକ୍ରମରେ" ବିଦ୍ୟୁତ ସଂଯୋଗ / ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାପନ କରିବା ପାଇଁ online ମାଧ୍ୟମରେ ଦ... | Notice | |
214 | କ୍ରିଷ୍ଟ ଇଣ୍ଟେରନାସନାଲ ସ୍କୁଲ,
ବିଜ୍ଞପ୍ତି ନ.- ୨୮, ୫ / ୯ / ୨୦୨୪
ଏତଦ୍ ଦ୍ୱାରା ସମସ୍ତ ଅଭିଭାବକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ନିମନ୍ତେ
ଜଣାଇ ଦିଆଯାଉଛି କି, ଆସନ୍ତା ତା ୦୭ / ୦୯ / ୨୦୨୪ ରିଖ
ଶନିବାର ପୂର୍ବାହ୍ନ ୯ଘଟିକା ସମୟରେ ଆମ ବିଦ୍ୟାଳୟରେ ଶ୍ରୀ ଗଣେଶ
ଚତୁର୍ଥୀ ଅବସରରେ ଗଣେଶ ପୂଜା ଅନୁଷ୍ଠିତ ହେବ । ତେଣୁ ସମସ୍ତ ଛାତ୍ର
ଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ଯଥା ... | Notice | |
215 | କ୍ରୀଷ୍ଟା ଇଣ୍ଟରନ୍ୟାସନାଲ ସ୍କୁଲ,ଯାଜପୁର ରୋଡ଼,ଯାଜପୁର
ନୋଟିସ ନଂ. ୦୨୪/୨୦୨୪ ତା.୧୩/୦୮/୨୦୨୪
ଆସନ୍ତା ତା୧୪-୦୮-୨୦୨୪( ବୁଧବାର) ରିଖ ସକାଳ ୯ ଘଟିକା ୩୦ ମିନିଟ ଠାରୁ ଆସନ୍ତା ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି କାର୍ଯ୍ୟକ୍ରମ ଯଥା , ଦେଶାତ୍ମବୋଧକ ସଂଗୀତ, ନୃତ୍ୟ ଓ ଡ୍ରଇଂ ତଥା ସ୍ଵାଧୀନତା ଦିବସ ସମ୍ବନ୍ଧୀୟ ବକ୍ତୃତା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁ... | Notice | |
216 | ମୁକ୍ତିମଣ୍ଡପ ପଣ୍ଡିତ ସଭା ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ
मुक्तिमण्डप पण्डित सभा श्रीजगन्नाथमन्दिर, पुरी
ପତ୍ରସଂଖ୍ୟା ... PP 8
ତା . .. ୪ . ୪ . ୦୪
॥ नमो महाविष्णवे ॥
सुखं वाञ्छति सर्वो हि तस्य धर्मसमुद्भवम् ।
तस्माद्धर्मः सदा कार्यः सर्ववर्णैः प्रयत्नतः ॥
ଆଜିକୁ ବହୁ ବର୍ଷ ତଳେ ଓଡ଼ିଶାର ପଞ୍ଚସଖା ଓ ସହସାଧକଗଣ ସେମାନଙ୍କର ଯୋଗସିଦ୍ଧ ଦିବ୍ୟଦୃଷ୍... | Notice | |
217 | ସୂଚନା
ତା-୨୭.୦୨.୨୦୧୬ ରିଖ
ଏତଦ୍ବାରା ନିର୍ମାଣ ବିଭାଗ ସାଂସ୍କୃତିକ ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଜଣାଇ ଦିଆଯାଉଛି
କି ନୟାଗଡ଼ ଠାରେ ବଣଭୋଜି ପାଇଁ ଯେଉଁ ସଭ୍ୟ ଓ ସଭ୍ୟାମାନେ ଯିବାପାଇଁ ମତ ପ୍ରଦାନ କରିଅଛନ୍ତି,
ତା-୨୭.୦୨.୨୦୧୬ ରିଖ (ରବିବାର) ସକାଳ ଘ୭.୦୦ଟିକା ସମୟରେ ସୂଚନା ଭବନ
(ଜୟଦେବ ଭବନ) ଠାରେ ପହଁଚିବେ । ସୂଚନା ଭବନ ପାଖରୁ ପିକନିକ ବସ୍ ନୟାଗଡ଼ ଅଭିମୁଖେ
ଯାତ୍ରା ... | Notice | |
218 | ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମକର ସଂକ୍ରାନ୍ତି ଛୁଟି ଘୋଷଣା
ତା.୧୪.୧.୨୦୨୦
ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜାନୁଆରୀ ୧୫ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । | Notice | |
219 | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ
ବିଶେଷ ସୂଚନା
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସାକ୍ଷାତ କରିବାକୁ
ଆସୁଥିବା ସରକାରୀ ଅଧିକାରୀ / ଜନ ସାଧାରଣଙ୍କୁ ଜଣାଇ ଦିଆଯାଉଅଛି ଯେ
ସେମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସମୟରେ :
ଉପଯୁକ୍ତ ପୋଷାକ ପରିଧାନ କରି ଆସିବେ ।
ଜିନ୍ସ ପ୍ୟାଣ୍ଟ ବା ଟି - ସାର୍ଟ ପରିଧାନ କରି ଆସିବେ ନାହିଁ ।
ନିଜ ମୋବାଇଲ୍ ଫୋନ୍... | Notice | |
220 | ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା, କଟକ
SAMS
Student Academic Management System
ରାଜ୍ୟର ସରକାରୀ ଓ ବେସରକାରୀ ଆଇ.ଟି.ଆଇ. ମାନଙ୍କରେ
୨୦୨୪ - ୨୫ ଶିକ୍ଷାବର୍ଷର ନାମଲେଖା ବିଜ୍ଞାପନ
ଆଇ.ଟି.ଆଇ. ତାଲିମ ନିମିତ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ସୂଚାଇ ଦିଆଯାଉଅଛି ଯେ, ଚଳିତ ୨୦୨୪ - ୨୫ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇ.ଟି.ଆଇ. ମାନଙ୍କର... | Notice | |
221 | ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ନୋଟିସ
ଏତଦ୍ ଦ୍ଵାରା ବିଦ୍ୟାଳୟର ସମସ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଜଣାଇ
ଦିଆଯାଉଛି କି ଯେ, ତା ୩୧-ମାର୍ଚ୍ଚ-୨୦୨୨ରିଖ ଗୁରୁବାର ଦିନ ସକାଳ ୧୦.୩୦ ଘଟିକାରୁ ୧୨.୩୦
ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟର ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଉକ୍ତ
ବୈଠକରେ ବାର୍ଷିକ ପରୀକ୍ଷା ୨୦୨୨ ର ଫଳାଫଳ ବିଶ୍ଳେଷ... | Notice |
Subsets and Splits
No community queries yet
The top public SQL queries from the community will appear here once available.